spot_img

Latest Posts

ଭୁବନେଶ୍ୱର ପରେ ଭଦ୍ରକରେ ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ… ୨୯ ବର୍ଷୀୟ ଯୁବକ ସଂକ୍ରମଣର ଶିକାର । ଆକ୍ରାନ୍ତ ଯୁବକ ଦୁବାଇରୁ ଫେରିଥିଲେ । ଟ୍ୱିଟ୍ କରି ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ… ସେପଟେ ଭାରତରେ ୧୬ଶହ ଟପିଲା ସଂକ୍ରମଣଙ୍କ ସଂଖ୍ୟା ।

Latest Posts

Don't Miss