spot_img

Latest Posts

ଭୁବନେଶ୍ୱର : ନନ୍ଦନକାନନ ଭାଲୁ ସଫାରିରେ ଭାଲୁ ଶାବକର ଜନ୍ମ । ସଫାରିରେ ଭାଲୁ ସଂଖ୍ୟା ୧୦କୁ ବୃଦ୍ଧି, ଶାବକଟିକୁ ସିସି ଟିଭି ପୁଟେଜ ଆଧାରରେ ଅନୁଧ୍ୟାନ କରାଯାଉଛି । ଉଭୟ ମା ଓ ଶାବକ ସୁସ୍ଥ ଅଛନ୍ତି ।

Latest Posts

Don't Miss