spot_img

Latest Posts

ଭୁବନେଶ୍ୱର : ଗତକାଲି ଶେଷହୋଇଛି ବିଜେଡିର ସଭ୍ୟସଂଗ୍ରହ ଅଭିଯାନ । ଦୁଇଦିନ ମଧ୍ୟରେ ସଭ୍ୟଙ୍କ ସଂଖ୍ୟା ଜଣାପଡିବ । ହେଲେ ଗତ ବର୍ଷ ତୁଳନାରେ ଦୁଇ ଗୁଣ ହୋଇଥିବା ସୂଚନା । ଗତବର୍ଷ ୪୫ ଲକ୍ଷ ସଭ୍ୟ ସଂଗ୍ରହ ହୋଇଥିଲେ । ଏ ସଂପର୍କରେ ସୂଚନା ଦେଲେ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନର ସଂଯୋଜକ ଦେବୀପ୍ରସାଦ ମିଶ୍ର ।

Latest Posts

Don't Miss