spot_img

Latest Posts

ଭୁବନେଶ୍ୱର : କୋରାପୁଟରେ ୩୩୮ ଡାକ୍ତର ପଦବୀରୁ ୧୯୦ ପଦବୀ ଖାଲି ଅଛି । ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଓପିଡ଼ିରେ ୨୩.୪୪ ଏବଂ ଆଇପିଡ଼ିରେ ୯ ପ୍ରତିଶତ ରୋଗୀ ବଢିଥିବା ଗୃହରେ ସୂଚନା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ।

Latest Posts

Don't Miss