ଭୁବନେଶ୍ୱର : ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତୃଟି ଦେଖାଦେବାରୁ ରାୟପୁର ବିମାନ ବନ୍ଦରରେ ଜରୁରୀ ଅବତରଣ। ୮୯ ଯାତ୍ରୀ ଓ ସମସ୍ତ କ୍ରିଉ ମେମ୍ବର ସୁରକ୍ଷିତ ଥିବା ସୂଚନା। ସନ୍ଧ୍ୟା ୫ଟା ୫୭ରେ ଭୁବନେଶ୍ୱରରୁ ଛାଡ଼ିଥିଲା AI 670 ବିମାନ
1 min read')}
[DISPLAY_ULTIMATE_SOCIAL_ICONS]