spot_img

Latest Posts

ଭୁବନେଶ୍ୱର : ଆସନ୍ତା ୧୩ରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ଏଥିରେ ୩୦ଟି କାର୍ଯ୍ୟଦିବସ ରହିଛି । ସେଥିରୁ ୨୧ଟି ସରକାରୀ ଓ ୫ଟି ବେସରକାରୀ କାର୍ଯ୍ୟଦିବସ। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଆଗତ ହେବ। ଏହା ଉପରେ ୩ ଦିନ ଧରି ହେବ ଆଲୋଚନା। ଡିସେମ୍ୱର ୧୯ ତାରିଖ ଯାଏଁ ଚାଲିବ ଶୀଳକାଳୀନ ଅଧିବେଶନ।

')}

Latest Posts

Don't Miss