ଭଦ୍ରକ : ବିଡ଼ିଓଙ୍କୁ ଯୁବକଙ୍କ ଅଶାଳୀନ ବ୍ୟବହାର ଘଟଣାରେ ନୂଆ ମୋଡ । ଅଭିଯୁକ୍ତର ବାପାଙ୍କ ହୃଦଘାତରେ ମୃତ୍ୟୁ । ମୃତ ଶରୀରକୁ ଧାମନଗର ତହସିଲ ସମ୍ମୁଖରେ ରଖି ପରିବାର ଲୋକଙ୍କ ପକ୍ଷରୁ ଧାରଣା । ପ୍ରଶାସନ ଓ ପୋଲିସର ଅତ୍ୟଧିକ ଚାପ ଯୋଗୁଁ ହୃଦଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ।

1 min read

')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.