ଭଦ୍ରକ: ପଶ୍ଚିମବଙ୍ଗକୁ ଯାଉଥିବା ୫୦ଟି ମାଛଧରା ବୋଟ୍ ବାତ୍ୟା ପ୍ରଭାବରେ ସମୁଦ୍ରରେ ଆଗକୁ ଯାଇନପାରି ଧାମରା ବନ୍ଦର ମୁହାଁଣକୁ ଫେରିଆସିଛନ୍ତି । ପ.ବଙ୍ଗ ସରକାରଙ୍କ ଅନୁରୋଧକ୍ରମେ ସେମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରୁଛି ଭଦ୍ରକ ଜିଲ୍ଲା ପ୍ରଶାସନ ।

')}

Leave a Reply

Your email address will not be published.