spot_img

Latest Posts

ଭଦ୍ରକ: ଧାମନଗର ଥାନା ଦୋବଲ ବଜାର ଟାଟା ଇଣ୍ଡିକ୍ୟାସ ଏଟିଏମରୁ ଲୁଟ୍ ଉଦ୍ୟମ । ବିଳମ୍ବିତ ରାତିରେ ଗ୍ୟାସ କଟରରେ ଏଟିଏମ ଟ୍ରେଜେରି କାଟି ଟଙ୍କା ନେବାକୁ ଉଦ୍ୟମ । ତଦନ୍ତ ପରେ ଜଣାପଡ଼ିବ ଲୁଟ୍ ଟଙ୍କାର ପରିମାଣ ।

Latest Posts

Don't Miss