spot_img

Latest Posts

ଭଦ୍ରକ: ତିହିଡ଼ି ଥାନା ବୁଧୁପୁର ଛକରେ ୨ ଯୁବକଙ୍କୁ ଭୁଜାଲି ମାଡ଼ । ଗୁରୁତର ଅବସ୍ଥାରେ ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି । ଜମି ଭାଗବଣ୍ଟାକୁ ନେଇ ଆକ୍ରମଣ ସୂଚନା । ତିହିଡ଼ି ଥାନା ପୋଲିସର ତଦନ୍ତ ।

')}

Latest Posts

Don't Miss