ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଜାତୀୟ କ୍ରିକେଟ ଏକାଡେମୀର ନିର୍ଦ୍ଦେଶକ ରାହୁଲ ଦ୍ରାବିଡଙ୍କୁ ଆସନ୍ତାକାଲି ସାକ୍ଷାତ କରିବେ । ଉଭୟଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହେବ । ଏଥିରେ ସମସ୍ତ ନୂଆ କର୍ମକର୍ତ୍ତା ମଧ୍ୟ ଉପସ୍ଥିର ରହିବେ ବୋଲି ଜଣାପଡ଼ିଛି

')}

Leave a Reply

Your email address will not be published.