ବାଲେଶ୍ବର: ବାଲେଶ୍ବର ଜିଲ୍ଲା ସୋର ବରଖୁଡ଼ି ଏମ୍ଇ ସ୍କୁଲରେ ଅଘଟଣ। ସ୍କୁଲରେ ମ୍ୟୁଜିକ ଚେୟାର ଖେଳ ବେଳେ ୨୫ ଛାତ୍ରୀ ଗୁରୁତର ହୋଇଥିବା ସୂଚନା ମିଳିଛି l ଛାତ୍ରୀମାନେ ନିଃଶ୍ୱାସ ପ୍ରଶ୍ବାସ ନେବାରେ ଯନ୍ତ୍ରଣା ଅନୁଭବ କରିବାରୁ ସମସ୍ତଙ୍କୁ ସୋର ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ଅତି ଗୁରୁତର ଜଣେ ଛାତ୍ରୀଙ୍କୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି। ଅଧିକାଂଶ ଛାତ୍ରୀଙ୍କୁ ଅକ୍ସିଜେନ ଦିଆଯାଇଛି ବାଲେଶ୍ବର ଜିଲ୍ଲା ସୋର ବରଖୁଡ଼ି ଏମ୍ଇ ସ୍କୁଲରେ ମ୍ୟୁଜିକ ଚେୟାର ଖେଳ ବେଳେ ୨୫ ଛାତ୍ରୀ ଗୁରୁତର ହୋଇଥିଲେ l

