ବିଜେପୁର ଉପନିର୍ବାଚନ ରେ କଂଗ୍ରେସର ପରିସ୍ଥିତି ଭଲ ନାହିଁ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରତିକ୍ରିୟା । ବିଜେପୁର ନିର୍ବାଚନ ପାଇଁ ମାତ୍ର ୨୦ ଲକ୍ଷ ଟଙ୍କା ଦେଇଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ବିଜେପି, ବିଜେଡ଼ି ଯେତିକି ଅର୍ଥ ଖର୍ଚ୍ଚ କରିଛନ୍ତି, କଂଗ୍ରେସ ସେଠି ଖାପ ଖୁଆଇ ପାରିବ ନାହିଁ ।

1 min read

')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.