ବିଜେପୁରରେ ଶାନ୍ତିଶୃଙ୍ଖଳାରେ ଚାଲିଛି ମତଦାନ । ବିଜେପୁର ଉପନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା । ଲ୍ୟାଟେଷ୍ଟ ମଡେଲ VVPAT ପାଇଁ ସବୁ ଠିକଠାକ୍ ଚାଲିଛି । ବର୍ତ୍ତମାନ ସୁଦ୍ଧା ମତଦାନ ବେଳେ କୌଣସି ଠାରେ ଅସୁବିଧା ହୋଇନି ।

')}

Leave a Reply

Your email address will not be published.