ବାତ୍ୟାର ରୂପ ନେଲା ସାମୁଦ୍ରିକ ଘୂର୍ଣ୍ଣିଝଡ଼ ବୁଲ୍ବୁଲ୍ । ପାରାଦୀପ ଠାରୁ ୭୭୦ ଏବଂ ଆଣ୍ଡାମାନ ଠାରୁ ୪୦୦ କିଲୋମିଟର ଦୂରରେ ରହିଛି ବୁଲ୍ବୁଲ୍ । ଗତ ୬ ଘଣ୍ଟା ହେବ ବୁଲ୍ବୁଲ୍ ଘଣ୍ଟା ପ୍ରତି ୫ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ଗତି କରୁଛି ।
1 min read')}
[DISPLAY_ULTIMATE_SOCIAL_ICONS]