ପୁରୀ: ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଣକୁ ନେଇ ଜୋରଦାର ପ୍ରଦିବାଦ ପରେ ୟୁଟ୍ୟୁବ୍ ପେଜରୁ ଭିଡିଓ ହଟାଇଲା ନିର୍ମାତା ଅର୍ବାନ୍ ରିଲାକ୍ସ ଭିଡିଓ ମେକର ଗ୍ରୁପ୍ । ଡ୍ରୋନ୍ ଉଡାଣକୁ ନେଇ ପ୍ରଥମେ ନନ୍ଦିଘୋଷ ଟିଭିରେ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ସିଂହଦ୍ୱାର ଥାନାରେ ମଧ୍ୟ ମାମଲା ରୁଜୁ ହୋଇଥିଲା।

1 min read

')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.