ତାଜା ଖବର ପିପିଲି: ସତ୍ୟବାଦୀ ବ୍ଲକ ନରେନ୍ଦ୍ରପୁର ପାଇକ ସାହିରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ଗଙ୍ଗାଧର ମହାପାତ୍ର, ଲକ୍ଷ୍ମୀଧର ମହାପାତ୍ର, ବିମ୍ବାଧର ମହାପାତ୍ରଙ୍କ ୪ ବଖରା ଘର । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । December 6, 2019 Post navigation Previous ନମ୍ବର ବିହୀନ ଗାଡ଼ି ବିକ୍ରି ପାଇଁ ପୁରୀ ଶିବମ ହୋଣ୍ଡାକୁ ଜରିମାନାNext ଡିସେମ୍ବର ୯ ଯାଏଁ ସଂରକ୍ଷିତ ରହିବ ଦୁଷ୍କର୍ମକାରୀଙ୍କ ମୃତଦେହ, କୋର୍ଟଙ୍କ ନିର୍ଦ୍ଦେଶ