spot_img

Latest Posts

ପଟ୍ଟାମୁଣ୍ଡାଇ: ଲୁଟେରାଙ୍କ ଆତଙ୍କ । ଦିନ ଦିପହରରେ ବନ୍ଧୁକ ଦେଖାଇ ଆଖିରେ ଲଙ୍କା ଗୁଣ୍ଡ ପକାଇ ୨ ଲକ୍ଷ ୮୩ ହଜାର ଟଙ୍କା ଲୁଟ୍ ଅଭିଯୋଗ । ଇଚ୍ଛାପୁର ଛକରୁ ଲୁଟ୍ ନେଇ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କଲେ ମଦ ବ୍ୟବସାୟୀ

Latest Posts

Don't Miss