ନୟାଗଡ ୨ ପୋଲିସ କର୍ମଚାରୀ ନିଲମ୍ବିତ । ଭୁଲ ତଦନ୍ତ ପାଇଁ ଫତେଗଡ଼ ଥାନାରେ କାର୍ଯ୍ୟରତ ପୋଲିସ ଏଏସଆଇ ଅପର୍ତ୍ତି ସାହୁ ନିଲମ୍ବିତ । ସେହିପରି ଦର୍ପନାରାୟଣପୁର ଫାଣ୍ଡିର କନେଷ୍ଟବଳ ଅଚ୍ୟୁତାନନ୍ଦ ପ୍ରଧାନଙ୍କୁ 5Tରେ ଏକ ଅଭିଯୋଗ ପରେ ନିଲମ୍ବନ । ନୟାଗଡ ଏସପି ଶଶିଭୂଷଣ ଶତପଥୀଙ୍କ ଦ୍ବାରା୨ ପୋଲିସ କର୍ମଚାରୀ ନିଲମ୍ବନ ।
1 min read')}
[DISPLAY_ULTIMATE_SOCIAL_ICONS]