ନୂଆପଡା : କୋମନା ବ୍ଲକ୍ ଦେଓଦରା ଗାଁରେ ପୁଣି ବାଘ ଆତଙ୍କ । ରାତିରେ ୨ଟି ଛେଳି ମାରି ଜଙ୍ଗଲ ଭିତରକୁ ନେଇଥିବା ସୂଚନା । ପାଦ ଚିହ୍ନରୁ କଲରାପତରିଆ ବାଘ ସନ୍ଦେହ ଘଟଣାସ୍ଥଳରେ ପହଞ୍ଚିଲା ବନ ବିଭାଗ । ପୂର୍ବରୁ ଗାଁର ଜଣେ ବ୍ୟକ୍ତିଙ୍କ ୩ ଗାଈକୁ ମାରି ଖାଇଥିଲା । ବାଘ ଗାଁ ଲୋକେ ଭୟଭୀତ ।

1 min read

')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.