spot_img

Latest Posts

ନୂଆଦିଲ୍ଲୀ : ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଦିଲ୍ଲୀରେ ସାକ୍ଷାତ କଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। କେନ୍ଦ୍ରାପଡ଼ାକୁ ରେଳପଥ ସଂଯୋଗ ସ୍ଥିତି ସଂପର୍କରେ ଆଲୋଚନା କରିଥିବା ସୂଚନା । ମନ୍ତ୍ରୀ ଓ ପଦସ୍ଥ ଅଧିକାରୀମାନେ ଫେବୃଆରୀ-୨୦ ସୁଦ୍ଧା ଏହାକୁ ଚାଲୁ କରିବାର ଦେଲେ ପ୍ରତିଶ୍ରୁତି ।

Latest Posts

Don't Miss