ନୂଆଦିଲ୍ଲୀ: ପୀରଗଡ଼ି ଅଞ୍ଚଳର ଏକ ୪ ମହଲା ବିଶିଷ୍ଟ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରୁ ଲାଗିଛି ନିଆଁ । ପାଖ ବିଲ୍ଡିଂକୁ ନିଆଁ ବ୍ୟାପିଥିବା ସୂଚନା । ନିଆଁ ଲିଭା କାର୍ଯ୍ୟରେ ୨୮ଟି ଦମକଳ ବାହିନୀ ନିୟୋଜିତ । ୩ ଅଗ୍ନିଶମ କର୍ମଚାରୀ ଆହତ ।
1 min read')}
[DISPLAY_ULTIMATE_SOCIAL_ICONS]