spot_img

Latest Posts

ନୀଳଗିରି ଗୋପାଳପୁର ଜଙ୍ଗଲ ନିକଟରେ ଝାଡ଼ଖଣ୍ଡୀ ହାତୀ । ସୋନ ନଈ ପାର ହୋଇ କାଠପାଳ ଦେଇ ୫୦ରୁ ଅଧିକ ଝାଡ଼ଖଣ୍ଡୀ ହାତୀ ଗୋପାଳପୁର ଜଙ୍ଗଲ ମୁଁହା । ପାଚିଲା ଧାନ କ୍ଷତି ନେଇ ଚିନ୍ତାରେ ଚାଷୀ । ସେପଟେ ହାତୀର ଗତିବିଧି ଉପରେ ନଜର ରଖିଛି ବନ ବିଭାଗ ।

Latest Posts

Don't Miss