ଡ୍ରୋନରେ କଏଦ ହେଲା ଶ୍ରୀମନ୍ଦିରର ବ୍ଲୁ ପ୍ରିଣ୍ଟ୍ । ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍ କ୍ୟାମେରା । ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିବା ନେଇ ବ୍ୟାନ୍ ହୋଇଥିଲା । ଶ୍ରୀମନ୍ଦିରରୁ ସମୁଦ୍ର ପର୍ଯ୍ୟନ୍ତ ବିନା ଦ୍ୱିଧାରେ ଉଡିଛି ଡ୍ରୋନ୍ । ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଶ୍ରୀମନ୍ଦିର ଓ ଭିତର ବେଢାର ଦୃଶ୍ୟ ।

1 min read

')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.