spot_img

Latest Posts

ଟ୍ରମ୍ପ ନେବେ କଡା ପ୍ରତିଶୋଧ । ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି

ନନ୍ଦିଘୋଷ ବ୍ୟୁରୋ : ପଶ୍ଚିମ ଏସିଆ ଶାନ୍ତି ଆଲୋଚନା ବିଫଳ ହେବା ପରେ ଇରାନକୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଧମକ। ଇରାନ ବିରୋଧରେ ବଡ଼ ଧରଣର ସାମରିକ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ଧମକ ଦେଇଛନ୍ତି ଟ୍ରମ୍ପ। ନୌସେନା ସ୍ତରରେ ଇରାନକୁ ଅବରୋଧ କରାଯିବା ସହ ଆକ୍ରମଣ କରାଯିବ ବୋଲି ଧମକ ଦେଇଛନ୍ତି ଟ୍ରମ୍ପ। ପୂର୍ବରୁ ଇରାନକୁ ପ୍ରସ୍ତର ଯୁଗକୁ ଫେରାଇନେବା ଲାଗି ଧମକ ଦେଇଥିଲେ ଟ୍ରମ୍ପ। ବର୍ତ୍ତମାନ ହର୍ମୁଜକୁ ନିଜ ନିୟନ୍ତ୍ରଣକୁ ନେବା ଲାଗି ଆମେରିକୀୟ ନୌସେନା ବଳ ପ୍ରୟୋଗ କରିବ ବୋଲି ସୂଚନା ମିଳିଛି। ସେପଟେ ଗତ ୨୪ ଘଣ୍ଟାରେ ହର୍ମୁଜ ପ୍ରଣାଳୀ ଦେଇ ୧୦ ଟି ଜାହାଜ ଅତିକ୍ରମ କରିଥିବା ସୂଚନା ମିଳିଛି।..

Latest Posts

Don't Miss