ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ହେବ ଶିକ୍ଷକ କ୍ଳଷ୍ଟର । ବିଛିନ୍ନାଞ୍ଚଳ ଗସ୍ତ ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସୂଚନା । ଶିକ୍ଷକଙ୍କ ଯାତାୟତରେ ଅସୁବିଧା ହେଉଛି । ସେଠାକୁ ଯିବା ଆସିବାରେ ଲାଗୁଛି ଛ’ ଘଣ୍ଟାର ସମୟ । କ୍ଳଷ୍ଟରରେ ରହିବ ଆଠରୁ ଦଶଟି କ୍ୱାଟର । ଦଶ କୋଟି ଟଙ୍କାରେ ନିର୍ମାଣ ହେବ ଏହି କ୍ଳଷ୍ଟର ।

1 min read

')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.