ଘଟଗାଁ : ନୁସୁରିପସି ଗାଁରେ ଟ୍ରାକ୍ଟର ଚାପି ହୋଇ ମହିଳା ମୃତ । ମୃତକ ହେଲେ ନୁସୁରିପସି ଗାଁର ମୀନା ମୁଣ୍ଡା । କାମ କରୁଥିବା ସମୟରେ ଚଢି ଯାଇଥିଲା ଟ୍ରାକ୍ଟର । ଟ୍ରାକ୍ଟର ଡ୍ରାଇଭର ଫେରାର । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ।

')}

Leave a Reply

Your email address will not be published.