ତାଜା ଖବର ଖୋଲିବ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ରହସ୍ୟ, ଆର୍ଥିକ କାରବାର ନେଇ ଗାର୍ଲଫ୍ରେଣ୍ଡ ରିୟାଙ୍କୁ ପଚରାଉଚରା କରିବ ଇଡି । ଆୟର ସ୍ରୋତ, ବ୍ୟବସାୟିକ କାରବାର ନେଇ ହେବ ଖୋଳତାଡ଼ । ସେପଟେ ରିୟାଙ୍କ ସମେତ ୬ ଜଣଙ୍କ ନାଁରେ ମାମଲା ରୁଜୁ କଲା ସିବିଆଇ । August 7, 2020 Post navigation Previous EDରେ ହାଜର ହେବେନି ରିୟା ଚକ୍ରବର୍ତ୍ତୀ, ସୁପ୍ରିମକୋର୍ଟରେ ଶୁଣାଣି ନସରିବା ପର୍ଯ୍ୟନ୍ତ ସମୟ ମାଗିଲେ ରିୟାNext ଲଗାଣ ବର୍ଷାରେ ବେହାଲ୍ ଯାଜପୁର: ବଢିଛି ଖରସ୍ରୋତା ଓ ତନ୍ତୀ ନଦୀ ଜଳସ୍ତର, ୨ଟି ପଞ୍ଚାୟତ ପାଣି ଘେରରେ