କେରଳରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା । ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ । ସମୁଦ୍ରରେ ଥିବା ମସ୍ୟଜୀବୀଙ୍କୁ କୂଳକୁ ଫେରିବାକୁ ନିର୍ଦ୍ଦେଶ । ଅପରେସନରେ ୪ଟି ଏୟାରକ୍ରାଫ୍ଟ, ୭ଟି ଜାହାଜ ,୧୦୦ ଅଫିସର ନିୟୋଜିତ । ସୂଚନା ଦେଲେ କେରଳ ଏବଂ ମାହୀର କୋଷ୍ଟ ଗାର୍ଡ ଡିଆଇଜି ସନାତନ ଜେନା ।

')}

Leave a Reply

Your email address will not be published.