spot_img

Latest Posts

କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ସ୍ପିଡ୍ ଧରିଲା ସଂକ୍ରମଣ । ଗୋଟିଏ ଦିନରେ୧୩ ସଂକ୍ରମିତଙ୍କ ଆସିଲା ରିପୋର୍ଟ । ଚିହ୍ନଟ ଅଂଚଳକୁ କଣ୍ଟେନମେଣ୍ଟ ଜୋନ । ଲକଡାଉନ ନିୟମ କରାଗଲା ଆହୁରି କଡ଼ାକଡ଼ି ।

Latest Posts

Don't Miss