କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଧର୍ମଗଡ଼ ମୁଖ୍ୟ ରାସ୍ତାରେ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ନକଟିକାନି ଗ୍ରାମ ପଞ୍ଚାୟତ ଅମୁର୍ଲାପଦର ଦରଲୀପଡା ଗ୍ରାମର ଦୁର୍ଜନ ମାଝି । ଗୋଲାମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।

')}

Leave a Reply

Your email address will not be published.