ତାଜା ଖବର ଆସନ୍ତାକାଲି ଆକାଶ ମାର୍ଗରୁ ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ‘ବୁଲବୁଲ୍’ରେ ପ୍ରଭାବିତ ଜିଲ୍ଲା ପରିଦର୍ଶନ କରିବେ । ସନ୍ଧ୍ୟାରେ ଲୋକସେବା ଭବନରେ କ୍ଷୟକ୍ଷତି ଓ ପୁନରୁଦ୍ଧାର ନେଇ କରିବେ ସମୀକ୍ଷା । November 10, 2019 ')} Post navigation Previous ଖୋଲିଲା କର୍ତ୍ତାରପୁର କରିଡର୍: ଦର୍ଶନ ପାଇଁ ଗଲେ ୫୦୦ ତୀର୍ଥଯାତ୍ରୀNext କେବେ ଦେଖିଛନ୍ତି କି ଏମିତି ଜନ୍ତୁ ?