spot_img

Latest Posts

ଆଜି ପବିତ୍ର ପ୍ରଥମାଷ୍ଟମୀ । ପଢ଼ୁଆଁ ହେବେ ବଡ଼ଠାକୁର । ଶ୍ରୀମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି । ବିଭିନ୍ନ ଅଳଙ୍କାରରେ ବିଭୂଷିତ ହୋଇ ଭକ୍ତଙ୍କୁ ଦେବେ ଦର୍ଶନ । ଗତକାଲି ମହାପ୍ରଭୁଙ୍କ ମାମୁଘର ନିଆଳି ମାଧମ ମନ୍ଦିରରୁ ପଢ଼ୁଆଁ ଭାର ଆସିଥିଲା ।

Latest Posts

Don't Miss