ଅନୁଗୁଳ: ବଅଁରପାଳ ଥାନା ପାଣିଗୋଳା ରାସ୍ତାରେ ଡକାୟତି ଉଦ୍ୟମ । ଥର୍ମାଲ ହାଟରୁ ବ୍ୟବସାୟ ସାରି ଫେରିବା ବେଳେ ଗୁଳିମାଡ଼ । ୨ ରାଉଣ୍ଡ ଗୁଳି କରି ବିପିନ ବିହାରୀ ନାହାକଙ୍କ ଦୁଇ ହାତକୁ ହାଣିଦେଲେ ଦୁର୍ବୃତ୍ତ । କିଛି ଲୁଟ୍ ହୋଇନଥିବା ସୂଚନା ।

1 min read

')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.