ରାସନ କାର୍ଡରେ ବ୍ୟାପକ ଜାଲିଆତି: ୩ ମାସର ରାସନ ଓ ଟଙ୍କା ଲୁଟ୍‌ ଅଭିଯୋଗ

ରାଉରକେଲା: ରାସନ ସାମଗ୍ରୀ ବଣ୍ଟନରେ ବ୍ୟାପକ ହେରଫେର ଅଭିଯୋଗ । ଏପରିକି  ହିତାଧିକାରୀଙ୍କ ୩ ମାସର ସାମଗ୍ରୀ ହଡପ କରିବା ସହ ଟଙ୍କା ମଧ୍ୟ ଲୁଟିନେଇଥିବା ଅଭିଯୋଗ ହୋଇଛି । ଠକେଇର ଶିକାର ହୋଇଥିବା ବ୍ୟକ୍ତି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଓ ଯୋଗାଣ ବିଭାଗ ନିକଟରେ ଅଭିଯୋଗ କରିବା ପରେ ଆରମ୍ଭ ହୋଇଛି ତଦନ୍ତ. । ସେପଟେ ସହରରେ ୩ ହଜାରରୁ ଅଧିକ ଜାଲ ରାସନ କାର୍ଡ ଥିବା ମଧ୍ୟ ଅଭିଯୋଗ ହୋଇଛି । ଛେଣ୍ଡ କଲୋନୀର … Continue reading ରାସନ କାର୍ଡରେ ବ୍ୟାପକ ଜାଲିଆତି: ୩ ମାସର ରାସନ ଓ ଟଙ୍କା ଲୁଟ୍‌ ଅଭିଯୋଗ