ପ୍ରଭୁ ରାମଚନ୍ଦ୍ରଙ୍କ ବନବାସ କଥା କାହିଁକି ମନେ ପକାଇଲେ ବାଗଚୀ ?
ଭୁବନେଶ୍ୱର: ପ୍ରଭୁ ରାମଚନ୍ଦ୍ରଙ୍କ ବନବାସ କଥାକୁ ମନେ ପକାଇଛନ୍ତି କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ମର୍ତ୍ତ୍ୟରେ ମାନବ ରୂପ ନେଇ ଆସିଥିବା ଭଗବାନ ରାମଚନ୍ଦ୍ର ସିଂହାସନ ତ୍ୟାଗ କରି ଭିକ୍ଷୁଙ୍କ ଭଳି ସ୍ତ୍ରୀ ଓ ଭାଇଙ୍କ ସହ ୧୪ ବର୍ଷ ବନବାସ ଯାଇଥିଲେ । ଯେ କୌଣସି କଠିନ ପରିସ୍ଥିତିରେ ସୁଖରେ ବିତୁଥିବା ଜୀବନକୁ ତ୍ୟାଗ କରି ଅଜଣା, ଅଶୁଣା କଷ୍ଟସାଧ୍ୟ ଜୀବନ ହେଉଛି ବନବାସ । ଶାସ୍ତ୍ର କହୁଛି, ‘ଯଥା … Continue reading ପ୍ରଭୁ ରାମଚନ୍ଦ୍ରଙ୍କ ବନବାସ କଥା କାହିଁକି ମନେ ପକାଇଲେ ବାଗଚୀ ?
Copy and paste this URL into your WordPress site to embed
Copy and paste this code into your site to embed