ଟ୍ୱିଟ୍ କରି କର୍ଫ୍ୟୁ, କଟକଣା ନାଁରେ କମିଶନରରେଟ ପୋଲିସର ହିଟଲରି ଶାସନ !
ଭୁବନେଶ୍ୱର: କେନ୍ଦ୍ର ନିୟମ ପାଳନ ଆଳରେ ଘଡ଼ିକୁ ଘୋଡ଼ା ଛୁଟୁଛି କମିଶନରେଟ ପୋଲିସରେ । କୌଣସି ନିୟମ ଲାଗୁ କରିବା ପୂର୍ବରୁ ଲୋକଙ୍କୁ ଅବଗତ ନ କରାଇ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେବା କମିଶନରେଟ୍ ପୋଲିସର ନିତିଦିନିଆ ଘଟଣା ହୋଇଯାଇଛି । ଯାହା ସାଧାରଣରେ ଦ୍ୱନ୍ଦ୍ୱ ସୃଷ୍ଟ କରୁଛି । କରୋନା ଯୋଦ୍ଧାର ଆଖ୍ୟା ପାଇଥିବା ପୋଲିସ ହୁଏତ ଭୁଲି ଯାଇଛି ଯେ ଗଣମାଧ୍ୟମ ଓ ଜରୁରୀକାଳୀନ ସେବା ପ୍ରଦାନକାରୀ ବି କୌଣସି ଯୋଦ୍ଧା ଠାରୁ କମ୍ … Continue reading ଟ୍ୱିଟ୍ କରି କର୍ଫ୍ୟୁ, କଟକଣା ନାଁରେ କମିଶନରରେଟ ପୋଲିସର ହିଟଲରି ଶାସନ !
Copy and paste this URL into your WordPress site to embed
Copy and paste this code into your site to embed