ପିଶାଚୀର ହେଲେ ଦୟାମୟା ଥିବ, କିନ୍ତୁ ଏ ମହିଳାଙ୍କର ନାହିଁ…

ନିର୍ଦ୍ଦୟ, ନୃଶଂସ, ବର୍ବର… ଯେତେ ଯାହା କହିଲେ ବି କମ୍ ପଡ଼ିବ । କ’ଣ ସତରେ ଜଣେ ନାରୀ ଏତେ ନିର୍ଦ୍ଦୟ ହୋଇପାରେ, ଏମିତି ଶାସ୍ତି ଦେଇପାରେ । ଏ ଭିଡିଓ ଦେଖନ୍ତୁ, ଆପଣଙ୍କର ଯଦି ସାମାନ୍ୟତମ ମାନବିକତା ଥିବ ତେବେ ଆପଣଙ୍କ ହୃଦୟ ଫାଟିପଡ଼ିବ । ଭିଡିଓରେ ଜଣେ ମାଆ ନିଜ କୁନି ଝିଅକୁ ନିର୍ଧୁମ ମାରୁଛନ୍ତି । ମହିଳା ଜଣକ ଛୁଆଟିର ତଣ୍ଟି ଚିପିବା ସହ ନାବାଳିକାର ଚୁଟିକୁ ଟାଣି ପିଠିରେ ଚାପୁଡ଼ା ପରେ … Continue reading ପିଶାଚୀର ହେଲେ ଦୟାମୟା ଥିବ, କିନ୍ତୁ ଏ ମହିଳାଙ୍କର ନାହିଁ…