ଆଉନାହାନ୍ତି ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି, ୭୦ ବର୍ଷ ବୟସରେ ଦେହାନ୍ତ
ଭୁବନେଶ୍ୱର: ରୂପେଲି ପରଦାର ରିଅଲ୍ ହିରୋ । କେବେ ବାପା ତ କେବେ ଜେଜେବାପା । ସମସ୍ତଙ୍କ ଅତି ଆପଣାର ବିଜୟ ମହାନ୍ତି ଆଉନାହାନ୍ତି । ଓଲିଉଡର ଲୋକପ୍ରିୟ କଳାକାର ବିଜୟ ମହାନ୍ତିଙ୍କ ଦେହାନ୍ତ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । କିଛିଦିନ ହେଲା ସେ ହୃଦଘାତ ସମସ୍ୟା ସହ ଡାଏବେଟିସରେ ପୀଡ଼ିତ ଥିଲେ । ନିକଟରେ ଝିଅ ପାଖକୁ ହାଇଦ୍ରାବାଦ ଯାଇଥିବା ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ । … Continue reading ଆଉନାହାନ୍ତି ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି, ୭୦ ବର୍ଷ ବୟସରେ ଦେହାନ୍ତ
Copy and paste this URL into your WordPress site to embed
Copy and paste this code into your site to embed