ସାବରମତି ଆଶ୍ରମରେ ପହଞ୍ଚି ଗାନ୍ଧିଜୀଙ୍କ ବିଷୟରେ ଅଧିକ ଜାଣିବାର ସୁଯୋଗ ପାଇଲେ ଡୋନାଲ୍ଡ ଟ୍ରମ୍ପ୍‌

ସମସ୍ତ ପ୍ରତୀକ୍ଷାର ଅନ୍ତପରେ ଭାରତ ପହଞ୍ଚିଲେ ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ । ବିମାନ ବନ୍ଦରରୁ ଟ୍ରମ୍ପ ଓ ମୋଦି ଗୁଜରାଟରରେ ଥିବା ବିଶ୍ୱର ସର୍ବବୃହତ୍ତ କ୍ରିକେଟ ଷ୍ଟାଡିୟମ ଅଭିମୁଖେ ଦୀର୍ଘ ୨୨ କିଲୋମିଟର ରୋଡ ଶୋ’ କରିଛନ୍ତି । ଏନେଇ ଆଜି ଅହମଦାବାଦରେ ପହଞ୍ଚିଥିଲେ ଟ୍ରମ୍ପ । ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏୟାରପୋର୍ଟରେ ସ୍ୱାଗତ କରିଛନ୍ତି । ଏହି ଅବସରରରେ ତାଙ୍କ ସହ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ମଧ୍ୟ … Continue reading ସାବରମତି ଆଶ୍ରମରେ ପହଞ୍ଚି ଗାନ୍ଧିଜୀଙ୍କ ବିଷୟରେ ଅଧିକ ଜାଣିବାର ସୁଯୋଗ ପାଇଲେ ଡୋନାଲ୍ଡ ଟ୍ରମ୍ପ୍‌