ବିଶ୍ବରେ ୧୮ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା…ଆମେରିକା ଓ ସ୍ପେନରେ ସ୍ଥିତି ସଙ୍ଗୀନ
ସମଗ୍ର ବିଶ୍ବ ଏବେ କରୋନା କବଳରେ । କରୋନା ଭାଇରସକୁ ମାତ୍ ଦେବାକୁ ଜିଲ୍ଲାସ୍ତରରୁ କାମ ଚାଲିଛି । ପ୍ରତ୍ୟେକ ଜିଲ୍ଲାରେ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ପ୍ରତିଦିନ ୧୬ ହଜାରରୁ ଅଧିକ ଟେଷ୍ଟ ହେଉଛି । ମୁମ୍ବାଇ ଓ ରାଜସ୍ଥାନରେ ୨୪ଘଣ୍ଟା ମଧ୍ୟରେ ୧୦୦ରୁ ଅଧିକ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ମଧ୍ୟ ଟେଷ୍ଟ ବଢିବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏମ୍ସ ପକ୍ଷରୁ ନର୍ସମାନଙ୍କୁ ଭାଇରସ … Continue reading ବିଶ୍ବରେ ୧୮ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା…ଆମେରିକା ଓ ସ୍ପେନରେ ସ୍ଥିତି ସଙ୍ଗୀନ
Copy and paste this URL into your WordPress site to embed
Copy and paste this code into your site to embed