RBI ଆଗରେ EOW ଟିମ୍, ଧାଡ଼ିରେ ଠିଆ ହୋଇଥିବା ଲୋକଙ୍କୁ କରୁଛି ପଚରାଉଚରା
ଭୁବନେଶ୍ୱର: ଭୁବନେଶ୍ୱର RBI ଆଗରେ EOW ଟିମ୍ । ୨୦ହଜାର ଟଙ୍କା ଧରିଥିବା ଲୋକଙ୍କୁ ପଚରାଉଚରା କରୁଛି ଟିମ୍ । ଟଙ୍କା କହାର ନେଇ ଚାଲିଛି ପଚରାଉଚରା । ମଜୁରୀ ଦେଇ ଟଙ୍କା ବଦଳ କରାଉଥିବା ଅଭିଯୋଗ ହୋଇଥିଲା । କିଛି ବ୍ୟବସାୟୀ ଏପରି କରୁଥିବା ଖବର ପ୍ରସାରଣ ହୋଇଥିଲା । ଏଥିପାଇଁ EOW ଟିମ୍ ଧାଡ଼ିରେ ଠିଆ ହୋଇଥିବା ଲୋକଙ୍କୁ ପଚରାଉଚରା କରୁଛି । କାହା ଟଙ୍କା ଧରି ଏମାନେ ଉଦୁଉଦିଆ ଖରାରେ ନୋଟ ବଦଳାଇବାକୁ … Continue reading RBI ଆଗରେ EOW ଟିମ୍, ଧାଡ଼ିରେ ଠିଆ ହୋଇଥିବା ଲୋକଙ୍କୁ କରୁଛି ପଚରାଉଚରା
Copy and paste this URL into your WordPress site to embed
Copy and paste this code into your site to embed