କରୋନା ସଂକ୍ରମିତ ହେଲେ ୨ ହୋମଗାର୍ଡ, ରେଲୱେ ଷ୍ଟେସନରେ କରୁଥିଲେ ଡ୍ୟୁଟି
ଭୁବନେଶ୍ୱର: ଆଗ ଧାଡ଼ିର କୋଭିଡ୍ ଯୋଦ୍ଧାଙ୍କୁ କବଳିତ କରୁଛି କରୋନା । ଗଞ୍ଜାମ ଜିଲ୍ଲାରେ ୨ ଜଣ ହୋମଗାର୍ଡ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ୨ ହୋମଗାର୍ଡ ପୋଲସରା ଥାନାର । ଜଗନ୍ନାଥପୁର ରେଲୱେ ଷ୍ଟେସନରେ ଡ୍ୟୁଟି କରୁଥିଲେ । ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ବେଳେ ଉଭୟ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ପରେ ସେମାନଙ୍କୁ ପାରଳା ମହାରାଜା କୋଭିଡ୍ ହସ୍ପିଟାଲ ଓ ଶିତଳାପଲ୍ଲୀ ଟାଟା କୋଭିଡ୍ ହସପିଟାଲରେ ଭର୍ତ୍ତି କରାଯାଇଛି … Continue reading କରୋନା ସଂକ୍ରମିତ ହେଲେ ୨ ହୋମଗାର୍ଡ, ରେଲୱେ ଷ୍ଟେସନରେ କରୁଥିଲେ ଡ୍ୟୁଟି
Copy and paste this URL into your WordPress site to embed
Copy and paste this code into your site to embed