ଆଜିଠାରୁ ୧୦ଟି ଟ୍ରାଫିକ୍ ନିୟମ କଡ଼ାକଡ଼ି ଭାବେ ଲାଗୁ ହେବ, ସବୁ ଜିଲ୍ଲା ପ୍ରଶାସନକୁ ଚିଠି
ଭୁବନେଶ୍ୱର : ଆଜି ଡିସେମ୍ବର ୧ ତାରିଖ । ଟ୍ରାଫିକ୍ ଯାଞ୍ଚ ପାଇଁ କୋହଳ ହୋଇଥିବା ଡେଡ୍ ଲାଇନ୍ ସରିଯାଇଛି । ସରକାର କାଗଜପତ୍ର ପ୍ରସ୍ତୁତି ପାଇଁ ଆଉ ୩ ମାସ ସମୟ ବୃଦ୍ଧି କରିଥିବା ବେଳେ ଆଜିଠାରୁ ୧୦ଟି ନିୟମକୁ କଡ଼ାକଡ଼ି ଲାଗୁ କରିବାକୁ ରହିଛି ନିର୍ଦ୍ଦେଶ । ପୋଲିସ କମିଶନର ଗତକାଲି ଏ ପ୍ରସଙ୍ଗରେ ସୂଚନା ମଧ୍ୟ ଦେଇସାରିଛନ୍ତିି । ସବୁ ଜିଲ୍ଲା ପ୍ରଶାସନକୁ ଏହାକୁ ଲାଗୁ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । … Continue reading ଆଜିଠାରୁ ୧୦ଟି ଟ୍ରାଫିକ୍ ନିୟମ କଡ଼ାକଡ଼ି ଭାବେ ଲାଗୁ ହେବ, ସବୁ ଜିଲ୍ଲା ପ୍ରଶାସନକୁ ଚିଠି
Copy and paste this URL into your WordPress site to embed
Copy and paste this code into your site to embed