ଆଜି ସରୁଛି ଟ୍ରାଫିକ୍‌ କଣ୍ଟ, ଏଣିକି ଆହୁରି ଜୋରଦାର ହେବ ଚେକିଂ

ଭୁବନେଶ୍ୱର: ଗାଡ଼ି ଚଳାଉଛନ୍ତି ତ ହୋଇଯାଆନ୍ତୁ ସାବଧାନ । ପାଖରେ ଗାଡ଼ି କାଗଜପତ୍ର ଠିକ୍‌ ଅଛି ତ । ନହେଲେ ମଝି ରାସ୍ତାରେ ଦେବାକୁ ହେବ ମୋଟା ଅଙ୍କର ଫାଇନ । ଆଜି ସରୁଛି ଡେଡ୍‌ଲାଇନ । ମାର୍ଚ୍ଚ ପହିଲାରୁ ଆହୁରି କଠୋର ହେବ ଟ୍ରାଫିକ ଆଇନ । ଚେକିଂ ହେବ କଡ଼ାକଡ଼ି । ବିନା କାଗଜପତ୍ରରେ ଗାଡି ଚଳାଇଲେ ଦେବାକୁ ପଡିବ ମୋଟା ଅଙ୍କର ଫାଇନ୍‌ । ସେଥିପାଇଁ କାଗଜପତ୍ର ପ୍ରସ୍ତୁତ କରିବାକୁ ଭୁବନେଶ୍ୱର ଆଞ୍ଚଳିକ … Continue reading ଆଜି ସରୁଛି ଟ୍ରାଫିକ୍‌ କଣ୍ଟ, ଏଣିକି ଆହୁରି ଜୋରଦାର ହେବ ଚେକିଂ