ଆମୂଳଚୂଳ ସାଂଗଠନିକ ପରିବର୍ତ୍ତନ ନେଇ ସୋନିଆଙ୍କୁ ଚିଠି ଲେଖିଲେ କଂଗ୍ରେସ ନେତା

ଭୁବନେଶ୍ୱର: କଂଗ୍ରେସ ଦଳରେ ହୋଇପାରେ ବଡ଼ ଧରଣର ସାଂଗଠନିକ ପରିବର୍ତ୍ତନ । ଆମୂଳଚୂଳ ପରିବର୍ତ୍ତିନ ନେଇ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଲେ ୨୩ ଜଣ ବରିଷ୍ଠ ନେତା । ଦିନକୁ ଦିନ ସାରା ଦେଶରେ କଂଗ୍ରେସର ସ୍ଥିତି ଟଳମଳ ହେଉଥିବା ବେଳେ ଏହାକୁ ନେଇ ଚିନ୍ତା ଜାହିର କରିଛନ୍ତି ଜାତୀୟସ୍ତରର ବରିଷ୍ଠ ନେତା । ଧୀରେ ଧୀରେ ଦଳର ବିପର୍ଯ୍ୟୟ ହେଉଛି । ଅନେକ ନେତା ଦଳ ପ୍ରତି ମୁହଁ ଫେରାଉଛନ୍ତି । … Continue reading ଆମୂଳଚୂଳ ସାଂଗଠନିକ ପରିବର୍ତ୍ତନ ନେଇ ସୋନିଆଙ୍କୁ ଚିଠି ଲେଖିଲେ କଂଗ୍ରେସ ନେତା