ଦେଶରେ ୧୨ ଦିନରେ ଦୁଇ ଗୁଣା କରୋନା ଆକ୍ରାନ୍ତ, ୩୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଚିନ୍ତା ବଢାଉଛି  କରୋନା । ଦେଶରେ ୩୪ ହଜାର ପାରକରିଛି  କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁ ସଂଖ୍ୟା ବି ୧୧୦୦ ପାର କରି ସାରିଛି । କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ପ୍ରତିଶତ ରହିଛି ୨୫.୧୯ । ଦେଶରେ ୧୧ ଦିନରେ ଦୁଇ ଗୁଣା ହୋଇଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୧ ହଜାରରୁ ଅଧିକ ଜଣଙ୍କ ପଜିଟିଭ ରିପୋର୍ଟ ଆସଛି । ସେପଟେ ମହାରାଷ୍ଟ୍ରରେ ପତିଦିନ  ବଢୁଛି ଆକ୍ରାନ୍ତଙ୍କ … Continue reading ଦେଶରେ ୧୨ ଦିନରେ ଦୁଇ ଗୁଣା କରୋନା ଆକ୍ରାନ୍ତ, ୩୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା