ଓଡ଼ିଆରେ ଷ୍ଟ୍ରିମିଂ ହେବ ଅପସରା ରାଣୀଙ୍କ ‘ଥ୍ରୀଲର’, ଜାରି ହେଲା ଫାଷ୍ଟ ଲୁକ୍ ଟିଜର

ଭୁବନେଶ୍ୱର: ରାମଗୋପାଳ ବର୍ମାଙ୍କ ୱେବ୍ ଫିଲ୍ମ ‘ଥ୍ରିଲର’ ଓଡ଼ିଆ ଭାଷାରେ ଷ୍ଟ୍ରିମିଂ ହେବ । ଥ୍ରିଲରର ଫାଷ୍ଟ ଲୁକ୍ ଟିଜର ଜାରି କରି ଏସମ୍ପର୍କରେ ସୂଚନା ଦେଇଛନ୍ତି ରାମ ଗୋପାଳ ବର୍ମା । ଏହି ଫିଲ୍ମରେ ଓଡ଼ିଆ ଅଭିନେତ୍ରୀ ଅପସରା ରାଣୀ ଓ ଅଭିନେତା ରକ୍ କାଚି ନଜର ଆସିବେ । ‘ଥ୍ରୀଲର’ ଓଡ଼ିଆ ସମେତ ପ୍ରାୟ ସବୁ ପ୍ରମ୍ମୁଖ ଭାରତୀୟ ଭାଷାରେ ଷ୍ଟ୍ରିମିଂ ହେବ । ହିନ୍ଦି,ତାମିଲ,ତେଲଗୁ,କନ୍ନଡ,ମାଲାୟଲମ,ମରାଠୀ,ଭୋଜପୁରୀ ଓ ଗୁଜୁରାଟୀ ଭାଷାରେ ଏହାକୁ ଡବ୍ କରାଯାଇଛି … Continue reading ଓଡ଼ିଆରେ ଷ୍ଟ୍ରିମିଂ ହେବ ଅପସରା ରାଣୀଙ୍କ ‘ଥ୍ରୀଲର’, ଜାରି ହେଲା ଫାଷ୍ଟ ଲୁକ୍ ଟିଜର