କରୋନାରୁ ତ୍ରାହି ଦେଇ ପାରନ୍ତି ଏହି ୬ ଭ୍ୟାକ୍ସିନ୍ ..

କରୋନା ପାଇଁ ସମଗ୍ର ବିଶ୍ୱରେ ଧ୍ୱଂସର ଲୀଳା ଆରମ୍ଭ ହୋଇଛି । ଏବେ ତାଠୁ ବଞ୍ଚିହବାକୁ ଲୋକମାନେ ଅଧିକ ଶକ୍ତିଶାଳୀ ଚିକିତ୍ସା ଆବଶ୍ୟକ କରୁଛନ୍ତି । କରୋନା ଜୀବାଣୁ ଭାଇରସ୍ ନଷ୍ଟ କରିବା ପାଇଁ ସାରା ବିଶ୍ୱରେ ଅନେକ ପ୍ରକାରର ପରୀକ୍ଷଣ ଚାଲିଛି । ଟୀକା, ଔଷଧ ଏବଂ ରୋଗ ପ୍ରତିରୋଧକ ଶକ୍ତି ସବୁ ବିଷୟରେ ତର୍ଜମା ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ସୁଧା ଟୀକା କେବେ ପ୍ରସ୍ତୁତ ହେବ ତାହା କେହି କହିପାରି ନାହାଁନ୍ତି । … Continue reading କରୋନାରୁ ତ୍ରାହି ଦେଇ ପାରନ୍ତି ଏହି ୬ ଭ୍ୟାକ୍ସିନ୍ ..