ଏମିତି ଗୋଟିଏ ସମୟ ଥିଲା ଯେତେବେଳେ ଭାରତ ଆଗରେ ଗରିବ ଥିଲେ ଆମେରିକା,ବ୍ରିଟେନ୍

ଏଭଳି ଏକ ସମୟ ଥିଲା ଯେତେବେଳେ ଜିଡିପିରେ ଆମେରିକାଠାରୁ ଧନୀ ଥିଲା ଭାରତ । ଏହା ପ୍ରାୟ ୪୦୦ ବର୍ଷ ପୁରୁଣା କଥା । ସମ୍ରାଟ ଆକବରଙ୍କ ଶାସନ ସମୟରେ ଭାରତକୁ ଆମେରିକା ଏବଂ ବ୍ରିଟେନ ଅପେକ୍ଷା ଧନଶାଳୀ ଦେଶ ବୋଲି କୁହାଯାଉଥିଲା ଗବେଷଣା ଅନୁସାରେ ପୂର୍ବେ ଭାରତର ଅର୍ଥନୀତି ପ୍ରଥମ କିମ୍ବା ଦ୍ୱିତୀୟ ସ୍ଥାନରେ ଥିଲା । କିନ୍ତୁ ଭାରତରେ ଇଂରେଜଙ୍କ ପ୍ରବେଶ ପରେ ସ୍ଥିତି ବଦଳି ଯାଇଥିଲା । ରିପୋର୍ଟ ଅନୁଯାୟୀ ସମ୍ରାଟ ଆକବରଙ୍କ … Continue reading ଏମିତି ଗୋଟିଏ ସମୟ ଥିଲା ଯେତେବେଳେ ଭାରତ ଆଗରେ ଗରିବ ଥିଲେ ଆମେରିକା,ବ୍ରିଟେନ୍